ମୋହନ ମାଝି ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ, କେଭି ସିଂଦେଓ ଓ ପ୍ରଭାତି ପରିଡ଼ା ଉପମୁଖ୍ୟମନ୍ତ୍ରୀ

0


ଭୁବନେଶ୍ବର : କେନ୍ଦୁଝର ବିଧାୟକ ମୋହନ ମାଝି ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ । ମଙ୍ଗଳବାର ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ତାଙ୍କ ନାମରେ ମୋହର ବାଜିଥିଲା । ବୈଠକ ପରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ଘୋଷଣା କରିଛନ୍ତି । ଜଣେ ଆଦିବାସୀ ଚେହେରା ଭାବେ ମୋହନ ମାଝିଙ୍କୁ ବିଜେପି ବାଛିଥିବା କୁହାଯାଉଛି । ସେ ବୁଧବାର ଅପରାହ୍ଣରେ ସେ ଶପଥ ଗ୍ରହଣ କରିବେ ।

Leave A Reply

Your email address will not be published.