ଆଉ ୨୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

0

ଭୁବନେଶ୍ବର : ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ନିଜର ୨୧ ଜଣିଆ ୨ୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ବରିଷ୍ଠ ବିଜେପି ନେତା ଦିଲ୍ଲୀପ ରାୟଙ୍କୁ ମର୍ୟ୍ୟାଦାଜନକ ରାଉରକେଲା ବିଧାନସଭା ଆସନରୁ ଲଢିବେ । ରାଜ୍ୟର ମୋଟ ୧୪୭ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ବିଜେପି ପୂର୍ବରୁ ୧୧୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି । ଆଜିକୁ ମିଶାଇ ଦଳ ମୋଟ ୧୩୩ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଓ ଆଉ ୧୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା ବାକି ଅଛି ।

୨୭ ଆସନ ପାଇଁ ପ୍ରାର୍ଥୀ ତାଲିକା
ରାଉରକେଲା: ଦିଲ୍ଲୀପ ରାୟ
ପାଟଣା (ଏସ୍ ଟି): ଅଖିଳ ଚନ୍ଦ୍ର ନାୟକ
ସାରସକଣା (ଏସ୍ ଟି): ଭଦାବ ହାଁସଦା
ରାଇରଙ୍ଗପୁର (ଏସ୍ ଟି): ଜୋଲିନ୍ ବରଦା
ବାଙ୍ଗିରିପୋଷି (ଏସଟି): ସଞ୍ଜଳି ମୁର୍ମୁ
କରଞ୍ଜିଆ (ଏସ୍ ଟି): ପଦ୍ମଚରଣ ହାଇବ୍ରୁ
ଝରିଗାଁ (ଏସ୍ ଟି): ନରସିଂହ ଭତ୍ରା
ବିଷମ କଟକ (ଏସ୍ ଟି) ଜଗନ୍ନାଥ ନନ୍ଦରୁକା
ରାୟଗଡ଼ା (ଏସ୍ ଟି) ବସନ୍ତ କୁମାର ଉଲ୍ଲାକା
ଲକ୍ଷ୍ମୀପୁର (ଏସ୍ ଟି) କୈଳାସ କୁଲେସିକା
କୋଟପାଡ (ଏସ୍ ଟି) ରୂପା ଭତ୍ରା
ପୋଟ୍ଟାହାଙ୍ଗୀ (ଏସ୍ ଟି) ଚୈତନ୍ୟ ନନ୍ଦିବାଲି
ଚିତ୍ରକୋଣ୍ଡା (ଏସ୍ ଟି) ଡମ୍ବରୁ ସିସା
ଡାବୁଗାଁ (ଏସ୍ ଟି) ସୋମନାଥ ପୂଜାରୀ
ରାଜନଗର: ଲଳିତ ବେହେରା
ବାଲିକୁଦା-ଏରସମା: ସତ୍ୟ ସାରଥୀ ମହାନ୍ତି
ଜଗତସିଂହପୁର: ଅମରେନ୍ଦ୍ର ଦାଶ
କାକଟପୁର (ଏସ୍ ସି): ବୈଧର ମଲ୍ଲିକ
ରଣପୁର: ସୁରମା ପାଢ଼ୀ
ସାନଖେମୁଣ୍ଡି (ଏସ୍ ଟି) ଉତ୍ତମ କୁମାର ପାଣିଗ୍ରାହୀ
ମୋହନା (ଏସ୍ ଟି) ପ୍ରଶାନ୍ତ ମଲ୍ଲିକ

 

Leave A Reply

Your email address will not be published.